ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୭୭,୭୬୦; ୨୪ ଘଣ୍ଟାରେ ସୁସ୍ଥ ୬୦,୧୭୭ ଏବଂ ମୃତ ସଂଖ୍ୟା ୧୦୫୭ ।

0 1,618

ନୂଆଦିଲ୍ଲୀ,୨୮/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରବାର ସୁଦ୍ଧା ନୂତନ ଆକ୍ରାନ୍ତ ୭୭,୭୬୦ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୬୦,୧୭୭ ଏବଂ ୧୦୫୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩,୩୮୭,୫୦୦ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୧,୫୨୯ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨,୫୮୩,୯୪୮ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୭,୩୩,୫୬୮ ଆକ୍ରାନ୍ତ , ୫,୩୧,୫୬୩ ସୁସ୍ଥ ଏବଂ ୨୩,୪୪୪ ମୃତ । ତାମିଲନାଡୁରେ ୪,୦୩,୨୪୨ ଆକ୍ରାନ୍ତ, ୩,୪୩,୯୩୦ ସୁସ୍ଥ ଏବଂ ୬,୯୪୮ ମୃତ । ଆନ୍ଧ୍ରପ୍ରଦେଶରେ ୩,୯୩,୦୯୦ ଆକ୍ରାନ୍ତ, ୨,୯୫,୨୪୮ ସୁସ୍ଥ ଏବଂ ୩,୬୩୩ ମୃତ । କର୍ଣ୍ଣାଟକରେ ୩,୦୯,୭୯୨ ଆକ୍ରାନ୍ତ,୨,୧୯,୫୫୪ ସୁସ୍ଥ ଏବଂ ୫,୨୩୨ ମୃତ । ଉତ୍ତରପ୍ରଦେଶ ୨,୦୮,୪୧୯, ଆକ୍ରାନ୍ତ,୧,୫୨,୮୯୩ ସୁସ୍ଥ ଏବଂ ୩,୨୧୭ ମୃତ । ନୂଆଦିଲ୍ଲୀରେ ରେ ୧,୬୭,୬୦୪ ଆକ୍ରାନ୍ତ ,୧,୫୦,୦୨୭, ସୁସ୍ଥ ଏବଂ ୪,୩୬୯ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.