ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୬୯,୬୫୨; ୨୪ ଘଣ୍ଟାରେ ସୁସ୍ଥ ୫୮,୭୯୪ ଏବଂ ମୃତ ସଂଖ୍ୟା ୯୭୭ ।

0 1,646

ନୂଆଦିଲ୍ଲୀ,୨୦/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ସୁଦ୍ଧା ନୂତନ ଆକ୍ରାନ୍ତ ୬୯,୬୫୨ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୮,୭୯୪ ଏବଂ ୯୭୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୮୩୬,୯୨୫ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩,୮୬୬ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୦୯୬,୬୬୪ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୬,୨୮,୬୪୨ ଆକ୍ରାନ୍ତ , ୪,୪୬,୮୮୧ ସୁସ୍ଥ ଏବଂ ୨୧,୦୩୩ ମୃତ । ତାମିଲନାଡୁରେ ୩,୫୫,୪୪୯ ଆକ୍ରାନ୍ତ, ୨,୯୬,୧୭୧ ସୁସ୍ଥ ଏବଂ ୬,୧୨୩ ମୃତ । ଆନ୍ଧ୍ରପ୍ରଦେଶରେ ୩,୧୬,୦୦୩ ଆକ୍ରାନ୍ତ, ୨,୨୬,୩୭୨ ସୁସ୍ଥ ଏବଂ ୨,୯୦୬ ମୃତ । କର୍ଣ୍ଣାଟକରେ ୨,୪୯,୫୯୦ ଆକ୍ରାନ୍ତ,୧,୬୪,୧୫୦ ସୁସ୍ଥ ଏବଂ ୪,୩୨୭ ମୃତ । ଉତ୍ତରପ୍ରଦେଶ ୧,୬୭,୫୧୦, ଆକ୍ରାନ୍ତ,୧,୧୫,୨୨୭ ସୁସ୍ଥ ଏବଂ ୨,୬୩୮ ମୃତ । ନୂଆଦିଲ୍ଲୀରେ ରେ ୧,୫୬,୧୩୯ ଆକ୍ରାନ୍ତ ,୧,୪୦,୭୬୭, ସୁସ୍ଥ ଏବଂ ୪,୨୩୫ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.