ଦେଶରେ ନୂଆ ସଂକ୍ରମିତ ସଂଖ୍ୟା ୫୭,୯୮୧; ୨୪ ଘଣ୍ଟାରେ ସୁସ୍ଥ ୫୭,୫୮୪ ଏବଂ ମୃତ ସଂଖ୍ୟା ୯୪୧ ।

0 1,251

ନୂଆଦିଲ୍ଲୀ,୧୭/୦୮; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସୁଦ୍ଧା ନୂତନ ଆକ୍ରାନ୍ତ ୫୭,୯୮୧ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୫୭,୫୮୪ ଏବଂ ୯୪୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୨,୬୪୭,୬୬୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦,୯୨୧ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧,୯୧୯,୮୫୨ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୫,୯୫,୮୬୫ ଆକ୍ରାନ୍ତ , ୪,୧୭,୧୨୩ ସୁସ୍ଥ ଏବଂ ୨୦,୦୩୭ ମୃତ । ତାମିଲନାଡୁରେ ୩,୩୮,୮୦୫ ଆକ୍ରାନ୍ତ, ୨,୭୮,୨୭୦ ସୁସ୍ଥ ଏବଂ ୫,୭୬୬ ମୃତ । ଆନ୍ଧ୍ରପ୍ରଦେଶରେ ୨,୮୯,୮୨୯ ଆକ୍ରାନ୍ତ, ୨,୦୧,୨୩୪ ସୁସ୍ଥ ଏବଂ ୨,୬୫୦ ମୃତ । କର୍ଣ୍ଣାଟକରେ ୨,୨୬,୯୬୬ ଆକ୍ରାନ୍ତ,୧,୪୧,୪୯୧ ସୁସ୍ଥ ଏବଂ ୩,୯୪୭ ମୃତ । ଉତ୍ତରପ୍ରଦେଶ ୧,୫୪,୪୧୮, ଆକ୍ରାନ୍ତ,୧,୦୦,୪୩୨ ସୁସ୍ଥ ଏବଂ ୨,୪୪୯ ମୃତ । ନୂଆଦିଲ୍ଲୀରେ ରେ ୧,୫୨,୫୮୦ ଆକ୍ରାନ୍ତ ,୧,୩୭,୫୬୧, ସୁସ୍ଥ ଏବଂ ୪,୧୯୬ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.