ଦିଗପହଣ୍ଡିରେ ସହିଦ ଜବାନଙ୍କ ଉଦ୍ଦେଶ୍ୟରେ କ୍ଯାଣ୍ଡେଲ୍ ମାର୍ଚ୍ଚ ।

0 520

ଦିଗପହଣ୍ଡି,ତା- ୨୦/୦୬(ପିପିଟି); ସହିଦ ଯବାନଙ୍କ ଉଦ୍ଦ୍ୟେଶରେ କ୍ୟାଣ୍ଡେଲ୍ ମାର୍ଚ୍ଚ। ଶୁକ୍ରବାର ସଂଧ୍ୟାରେ ଶୋକଯାତ୍ରାଟି ରାଣୀସାହି ଠାରୁ ବାହାରି  ବଜାର ସାହି ଗାନ୍ଧୀ ଛକ ଠାରେ ସ୍ମୁତି ଚାରଣ କରାଯାଇଥିଲା।ଏହି ଶୋକଯାତ୍ରାଟି ସମଗ୍ର ସହର ପରିକ୍ରମା କରିଥିଲା। ଏଥିରେ ସମ୍ଭବ କୁମାର ତ୍ରିପାଠୀ (ରାଜ୍ୟ ଚାଣକ୍ୟ ବାହିନୀ ପ୍ରତିଷ୍ଠାତା)ପିଣ୍ଟୁ ,ବଳିଆ ଏବଂ ବହୁ ସଂଖ୍ୟକ ଛାତ୍ର କୁନିକୁନି ବାଳକ ଯୋଗଦେଇଥିଲେ।ସମସ୍ତେ ଚୀନ୍ କାର୍ଯ୍ୟକଳାପକୁ  ନିନ୍ଦା କରିବା ସହିତ ଚୀନ୍ ସାମଗ୍ରୀ ବନ୍ଦ କରିବାକୁ ଦାବି କରିଥିଲେ ଓ ଅମର ଯବାନ ଅମର ରହେଁ ଧ୍ୱନୀ ରେ କମ୍ପିଥିଲା ଦିଗପହଣ୍ଡି ।

Leave A Reply

Your email address will not be published.