ଦରଦୀ ବନ୍ଧୁ ହିମାଂଶୁ ।

0 64

ଯାଜପୁର ,୧୦/୦୭(ପିପିଟି); ଧର୍ମଶାଳା ବ୍ଲକର ମଧୁସୂଦନପୁର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ଜଣେ ଅସହାୟ ମହିଳାଙ୍କ ଘର ପୋଡ଼ି ଯିବାର ଖବର ପାଇ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ ପହଞ୍ଚି ପରିବାରକୁ ଗ୍ରାମ ର କୋଠ ଘରକୁ ସ୍ଥାନାନ୍ତରିତ କରି ପାଲ ପ୍ରଦାନ କରିଥିଲେ ଏବଂ ନୂତନ ଘର ନିର୍ମାଣ ପାଇଁ ଆଲୋଚନା କରିଥିଲେ ।

Leave A Reply

Your email address will not be published.