ଝୁଲଣ ଯାତ୍ରା ବନ୍ଦ ।

0 224

ପଦ୍ମପୁର,୨୯/୦୭(ପିପିଟି); ବରଗଡ ଜିଲ୍ଲା ଅନତୀଦୂରରେ ଥିବା ବୁବୁଡା ଗ୍ରାମରେ ପ୍ରତିବର୍ଷ ଝୁଲଣ ଯାତ୍ରା ଧୂମଧାମ ରେ ପାଳିତ ହୋଇଥାଏ । ହେଲେ ମହାମାରୀ କରୋନା ପ୍ରକୋପ ଦିନକୁ ଦିନ ବ୍ୟାପିବାରେ ଲାଗିଥିବାବେଳେ ଭିଡକୁ ଆଖି ଆଗରେ ରଖି ଝୁଲଣ ଯାତ୍ରାକୁ ଏବର୍ଷ କମିଟିର ନିଷ୍ପତ୍ତି କ୍ରମେ ବନ୍ଦ କରିଦିଆଯାଇଛି । ରିତିନୀତି ଅନୁଯାୟୀ ପୂଜକ ପ୍ରଦୀପ ରଥ ମନ୍ଦିର ରେ ସାମାଜିକ ଦୂରତା ରକ୍ଷା ପୂର୍ବକ ମାତ୍ର ୫ ଜଣ ସିମୀତରେ ରାଧାକୃଷ୍ଣ ପ୍ରତିମାକୁ ପୂଜାକାର୍ଯ୍ୟ ସୁରୁଖୁରୁ ରେ ସଂପାଦିତ କଲେ । ଏବର୍ଷ ରଥ ନହେବାରୁ ଅଞ୍ଚଳବାସୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.