ଜେଇଇ ମେନ୍ ପରୀକ୍ଷା ସେପ୍ଟେମ୍ବର ୧ ରୁ ୬ ତାରିଖ ମଧ୍ୟରେ ହେବ ।

0 556

ନୂଆଦିଲ୍ଲୀ, ଦେଶ ମହାମାରୀ କରୋନା ବ୍ୟାପିବାରେ ଲାଗିଛି । ତେଣୁ ପ୍ରାୟ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଜେଇଇ ମେନ ପରୀକ୍ଷା ହେବ ବୋଲି ସୂଚନା ମିଳିଛି । ସେହିପରି ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ହେବ । ପରୀକ୍ଷାକୁ ସ୍ଥଗିତ କରିବା ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଏହା ପୂର୍ବରୁ ଦୁଇଥର ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଜେଇଇ ମେନ୍ ପରୀକ୍ଷାକୁ ନେଇ ୨୧ ଅଗଷ୍ଟ ୨୦୨୦ ରେ ଏନଟିଏ ପ୍ରେସ୍ ରିଲିଜ୍ କରିଛି ।

Leave A Reply

Your email address will not be published.