ଜୁଆ ଅଡ୍ଡା ଉପରେ ଚଢ଼ାଉ, ୮ଜୁଆଡ଼ି ଗିରଫ, ଟଙ୍କା ଜବତ ।

0 392

ଭଞ୍ଜନଗର,(ପିପିଟି)୦୭/୦୬,ଗତ ରାତିରେ ଭଞ୍ଜନଗର ଭେଜିପୁଟ ପୋଖରୀ ନିକଟରେ ଥିବା ଏକ ବାଉଁଶ ବୁଦା ମୂଳେ ଜୁଆ ଖେଳ ଚାଲିଥିବା ଖବର ପୋଲିସ ପାଇ ସେଠାରେ ଅଚାନକ ଚଢ଼ାଉ କରିଥିଲା।ସେଥିମଧ୍ୟରୁ ୮ଜଣ ଜୁଆଡ଼ିଙ୍କୁ ପୋଲିସ କାବୁ କରି ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ଠାରୁ ମୋଟ ୧୮ ହଜାର ୯୪୦ ଟଙ୍କା ଜବତ କରାଯାଇଛି।ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆଇ.ଆଇ.ସି. ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.