ଜଗନ୍ନାଥପ୍ରସାଦ ସଙ୍ଗରୋଧକେନ୍ଦ୍ରରେ ଯୋଗ ଶିକ୍ଷା ।

0 47

ଜଗନ୍ନାଥ ପ୍ରସାଦ,୧୫/୦୫,ଜଗନ୍ନାଥ ପ୍ରସାଦ ନିତ୍ୟାନନ୍ଦ ପଣ୍ଡା ବାଳିକା ଉଚ୍ଚବିଦ୍ୟାଳୟ, ସଙ୍ଗରୋଧକେନ୍ଦ୍ରରେ ବିଡିଓ ସୁରେଶ ଚନ୍ଦ୍ର ପଣ୍ଡା, ଶିକ୍ଷ୍ୟାବିତ ପ୍ରଦୀପ୍ତ ଭୂୟାଁ ଙ୍କ ସହଯୋଗରେ ପାତଞ୍ଜଳି ଯୋଗ କେନ୍ଦ୍ରର ଯୋଗଗୁରୁ କ୍ଷୀରୋଦ ଚନ୍ଦ୍ର ଦାଶଙ୍କ ଦ୍ୱାରା କୋରନାକୁ ପ୍ରତିହତ କରିବା ନିମନ୍ତେ ଯୋଗ ଶିକ୍ଷ୍ୟା ପ୍ରଦାନ କରିଥିଲେ  ୮୨ ଜଣ ଅନ୍ତେବାସୀ ଯୋଗଶିକ୍ଷ୍ୟା କରିଥିଲେ ସ୍କୁଲର ଶିକ୍ଷକଙ୍କ ସହ ଅଙ୍ଗନବାଡି କର୍ମୀ ସୁଜାତାଙ୍କ ସହ ଆଶା ଏବଂ ୱାର୍କର ମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.