ଛାତ୍ର ଛାତ୍ରୀ ମାନଙ୍କ ଘର ଘର ବୁଲି ପୁସ୍ତକ ବଣ୍ଟନ ।

0 148

ଶେରଗଡ,୨୧/୦୪ -ଶେରଗଡ ବ୍ଳକ ଅନ୍ତର୍ଗତ ତାକରଡା କ୍ଲଷ୍ଟର ଅଧିନ ଧବଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବନ୍ଦିତା ଦାସଙ୍କ ତତ୍ତ୍ଵାବଧାନରେ ଶିକ୍ଷକ ଶିକ୍ଷୟିତ୍ରୀ ବିନୋଦ ସେନାପତି,ମଧୁସ୍ମିତା ମାହାରଣା ଓ ପରିଚାଳନା କମିଟି ଅଧ୍ୟକ୍ଷ ଉପେନ୍ଦ୍ର ରାଉତ,ସଂଗ୍ରାମ ଦାଶ,ସନ୍ତୋଷ ପ୍ରଧାନ ପ୍ରମୁଖ ଘର ଘର ବୁଲି ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁସ୍ତକ ବଣ୍ଟନ କରିଥିଲେ ।
ରିପୋର୍ଟ –  ଭିକୁ ନାୟକ ।

Leave A Reply

Your email address will not be published.