ଗୃହ ମନ୍ତ୍ରୀ ଅମିତ ଶାହା ଏମ୍ସରେ ଭର୍ତ୍ତି ।

0 774

ନୂଆଦିଲ୍ଲୀ;୧୮/୦୮; ଗୃହ ମନ୍ତ୍ରୀ ଅମିତ ଶାହା ସ୍ବାସ୍ଥ୍ୟ ଗତ କାରଣ ଯୋଗୁଁ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଗତ ଶୁକ୍ରବାର ଦିନ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା । ଶ୍ରୀ ଶାହା କ୍ଲାନ୍ତି ଓ ଅସୁସ୍ଥ ଅନୁଭବ କରିବାରୁ ମଧ୍ୟ ରାତ୍ରରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ନେଇ ଏମ୍ସର ମିଡିଆ ଓ ପ୍ରୋଟକଲ୍ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଶ୍ରୀ ଶାହା ସୁସ୍ଥ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.