ଗୁଟୁକା ଓ ପାନମସଲା ଉପରେ ଚଢ଼ାଉ ।

0 187

ଶେରଗଡ଼ ,(ପିପିଟି ନ୍ଯୁଜ୍)୨୧/୦୪- ଆଜି ଶେରଗଡ଼ ରେ ବିଭିନ୍ନ ଗୁଟୁକା ଓ ପାନମସଲା ଦୋକାନ ଉପରେ ଚଢ଼ାଉ କରିଥିଲେ  ଜିଲ୍ଲା ପ୍ରଶାସନ । ଗୁଟୁକା ବିକ୍ରି ନ କରିବାକୁ ନିର୍ଦ୍ଦେଶ ସ୍ୱତେ ଆଜି ଅନେକ ଦୋକାନି ବିକ୍ରି କରିବାକୁ ଦେଖିବାକୁ ମିଳିଥିଲା   ଫଳ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଓ ଟିମ ସହ ମିଳିତ ଭାବେ ଶେରଗଡ଼ର ଅନେକ ଦୋକାନ ଉପରେ ଚଢ଼ାଉ କରି ସେ ଗୁଡିକୁ ନଷ୍ଟ କରିବା ସହ ଦୋକାନି ମାନଙ୍କୁ  ଗୁଟୁକା ନ ବିକ୍ରି କରିବା ପାଇଁ ତାଗିତ କରିଥିଲେ ।
ରିପୋର୍ଟ – ଭିକୁ ନାୟକ

Leave A Reply

Your email address will not be published.