ଗଞ୍ଜାମ ଜିଲ୍ଲା ସରକାରୀ କର୍ମଚାରୀ ମାନେ ଏକ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ନିଷ୍ପତ୍ତି

0 250

ଛତ୍ରପୁର,(ପିପିଟି ନ୍ଯୁଜ୍)୨୪/୩ ବିଶ୍ବରେ କରୋନା ବିଭୀଷିକା ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(କୋଭିଡ୍ -୧୯) ପ୍ରଦାନ ପାଇଁ ଅପିଲ୍ କରିଛନ୍ତି ।ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ଏକ ଦିନର ଦରମା ୫.୧୩ କୋଟି ଟଙ୍କା କରୋନା ବିଶ୍ବ ମହାମାରୀ ମୁକାବିଲାକୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.