ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫୦ ।

0 1,172

ବ୍ରହ୍ମପୁର ,ତା-୩୦/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୮,୯୩୯, ଚିକିତ୍ସିତ ସଂଖ୍ୟା ୧୧,୨୩୪, ମୃତ ସଂଖ୍ୟା ୧୬୯ ଓ ଅନ୍ଯ ମୃତ ସଂଖ୍ୟା ୩୬ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୯୯୬, ସୁସ୍ଥ ସଂଖ୍ୟା ୬,୬୯୯,ଚିକିତ୍ସିତ ସଂଖ୍ୟା ୩,୨୦୧ ଏବଂ ମୃତ ସଂଖ୍ୟା ୯୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୦୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୫୦ ବୋଲି ଜଣାପଡିଛି ।

Leave A Reply

Your email address will not be published.