ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୫ ।

0 807

ବ୍ରହ୍ମପୁର ,ତା-୨୯/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୮,୦୬୧, ଚିକିତ୍ସିତ ସଂଖ୍ୟା ୧୦,୯୧୯, ମୃତ ସଂଖ୍ୟା ୧୫୯ ଓ ଅନ୍ଯ ମୃତ ସଂଖ୍ୟା ୩୬ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୭୪୬, ସୁସ୍ଥ ସଂଖ୍ୟା ୬,୩୦୩,ଚିକିତ୍ସିତ ସଂଖ୍ୟା ୩,୩୫୧ ଏବଂ ମୃତ ସଂଖ୍ୟା ୮୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୦୬୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୫ ବୋଲି ଜଣାପଡିଛି ।

Leave A Reply

Your email address will not be published.