ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯୧ ।

0 657

ବ୍ରହ୍ମପୁର ,ତା-୨୭/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୬,୭୯୨, ଚିକିତ୍ସିତ ସଂଖ୍ୟା ୯,୯୧୯, ମୃତ ସଂଖ୍ୟା ୧୪୭ ଓ ଅନ୍ଯ ମୃତ ସଂଖ୍ୟା ୩୪। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯,୧୬୯, ସୁସ୍ଥ ସଂଖ୍ୟା ୫,୮୩୬,ଚିକିତ୍ସିତ ସଂଖ୍ୟା ୩,୨୪୫ ଏବଂ ମୃତ ସଂଖ୍ୟା ୮୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୫୦୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯୧ ବୋଲି ଜଣାପଡିଛି ।

Leave A Reply

Your email address will not be published.