ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୮୪, ଗଲାଣି ୭୯ ଜୀବନ ।

0 923

ବ୍ରହ୍ମପୁର ,ତା-୨୬/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୫,୯୨୮, ଚିକିତ୍ସିତ ସଂଖ୍ୟା ୯,୨୮୭, ମୃତ ସଂଖ୍ୟା ୧୪୦ ଓ ଅନ୍ଯ ମୃତ ସଂଖ୍ୟା ୩୪। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୬୭୮, ସୁସ୍ଥ ସଂଖ୍ୟା ୫,୪୦୪,ଚିକିତ୍ସିତ ସଂଖ୍ୟା ୩,୧୮୯ ଏବଂ ମୃତ ସଂଖ୍ୟା ୭୯ ଏବଂ ଅନ୍ୟ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୩୭୬ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୮୪ ବୋଲି ଜଣାପଡିଛି ।

Leave A Reply

Your email address will not be published.