ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୯୬ ।

0 1,034

ବ୍ରହ୍ମପୁର ,ତା-୨୬/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୯,୪୭୦, ଚିକିତ୍ସିତ ସଂଖ୍ୟା ୨୭,୬୩୮, ମୃତ ସଂଖ୍ୟା ୪୪୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୯୬ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୬,୯୩୬, ସୁସ୍ଥ ସଂଖ୍ୟା ୧୪,୯୪୭,ଚିକିତ୍ସିତ ସଂଖ୍ୟା ୧,୭୯୮ ଏବଂ ମୃତ ସଂଖ୍ୟା ୧୮୩ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୭୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୯୬ ବୋଲି ଜଣାପଡିଛି ।

Leave A Reply

Your email address will not be published.