ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୧୨ ।

0 1,057

ବ୍ରହ୍ମପୁର ,ତା-୨୫/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୪,୨୩୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୬,୯୨୫, ଚିକିତ୍ସିତ ସଂଖ୍ୟା ୨୬,୮୨୫, ମୃତ ସଂଖ୍ୟା ୪୨୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୧୨ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୬,୭୪୦, ସୁସ୍ଥ ସଂଖ୍ୟା ୧୪,୬୮୧,ଚିକିତ୍ସିତ ସଂଖ୍ୟା ୧,୮୭୦ ଏବଂ ମୃତ ସଂଖ୍ୟା ୧୮୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୭୫୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୧୨ ବୋଲି ଜଣାପଡିଛି ।

Leave A Reply

Your email address will not be published.