ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୯ ।

0 1,151

ବ୍ରହ୍ମପୁର ,ତା-୨୪/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୪,୪୦୬, ଚିକିତ୍ସିତ ସଂଖ୍ୟା ୨୬,୬୦୧, ମୃତ ସଂଖ୍ୟା ୪୧୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭୯ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୬,୫୨୮ ରେ ପହଞ୍ଚିଛି , ସୁସ୍ଥ ସଂଖ୍ୟା ୧୪,୪୪୪, ଚିକିତ୍ସିତ ସଂଖ୍ୟା ୧,୮୯୭ ଏବଂ ମୃତ ସଂଖ୍ୟା ୧୭୯ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୪୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୯ ବୋଲି ଜଣାପଡିଛି ।

Leave A Reply

Your email address will not be published.