ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୯୨ ।

0 1,138

ବ୍ରହ୍ମପୁର ,ତା-୨୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୦,୫୦୪, ଚିକିତ୍ସିତ ସଂଖ୍ୟା ୨୪,୫୮୧, ମୃତ ସଂଖ୍ୟା ୩୯୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୬,୦୭୮, ସୁସ୍ଥ ସଂଖ୍ୟା ୧୩,୯୬୩,ଚିକିତ୍ସିତ ସଂଖ୍ୟା ୧,୯୩୬ ଏବଂ ମୃତ ସଂଖ୍ୟା ୧୭୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୧୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୯୨ ବୋଲି ଜଣାପଡିଛି ।

Leave A Reply

Your email address will not be published.