ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୨ ।

0 1,125

ବ୍ରହ୍ମପୁର ,ତା-୨୧/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୮,୫୭୭, ଚିକିତ୍ସିତ ସଂଖ୍ୟା ୨୩,୬୯୮, ମୃତ ସଂଖ୍ୟା ୩୯୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୫,୮୮୬, ସୁସ୍ଥ ସଂଖ୍ୟା ୧୩,୭୭୩,ଚିକିତ୍ସିତ ସଂଖ୍ୟା ୧,୯୩୫ ଏବଂ ମୃତ ସଂଖ୍ୟା ୧୭୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୯୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୨ ବୋଲି ଜଣାପଡିଛି ।

Leave A Reply

Your email address will not be published.