ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୬ ।

0 1,123

ବ୍ରହ୍ମପୁର ,ତା-୨୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୬,୯୩୬, ଚିକିତ୍ସିତ ସଂଖ୍ୟା ୨୨,୬୫୧, ମୃତ ସଂଖ୍ୟା ୩୮୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୫,୭୨୪, ସୁସ୍ଥ ସଂଖ୍ୟା ୧୩,୪୦୮,ଚିକିତ୍ସିତ ସଂଖ୍ୟା ୨,୧୪୨ ଏବଂ ମୃତ ସଂଖ୍ୟା ୧୬୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୯୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୬ ବୋଲି ଜଣାପଡିଛି ।

Leave A Reply

Your email address will not be published.