ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୨ ।

0 1,035

ବ୍ରହ୍ମପୁର ,ତା-୧୯/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୫,୩୧୫, ଚିକିତ୍ସିତ ସଂଖ୍ୟା ୨୧,୩୮୨, ମୃତ ସଂଖ୍ୟା ୩୭୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୫,୪୯୮, ସୁସ୍ଥ ସଂଖ୍ୟା ୧୩,୦୮୪,ଚିକିତ୍ସିତ ସଂଖ୍ୟା ୨,୨୪୪ ଏବଂ ମୃତ ସଂଖ୍ୟା ୧୬୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୫୮୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୨ ବୋଲି ଜଣାପଡିଛି ।

Leave A Reply

Your email address will not be published.