ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୬ ।

0 1,097

ବ୍ରହ୍ମପୁର ,ତା-୧୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪,୫୩୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୩,୭୮୦, ଚିକିତ୍ସିତ ସଂଖ୍ୟା ୨୦,୩୩୮, ମୃତ ସଂଖ୍ୟା ୩୬୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୫,୨୫୬, ସୁସ୍ଥ ସଂଖ୍ୟା ୧୨,୯୨୮,ଚିକିତ୍ସିତ ସଂଖ୍ୟା ୨,୧୬୨ ଏବଂ ମୃତ ସଂଖ୍ୟା ୧୫୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୨୩୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୬ ବୋଲି ଜଣାପଡିଛି ।

Leave A Reply

Your email address will not be published.