ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୩।

0 1,111

ବ୍ରହ୍ମପୁର ,ତା-୧୭/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୨,୨୭୭, ଚିକିତ୍ସିତ ସଂଖ୍ୟା ୧୯,୬୧୧, ମୃତ ସଂଖ୍ୟା ୩୫୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୫,୦୧୦, ସୁସ୍ଥ ସଂଖ୍ୟା ୧୨,୬୯୬,ଚିକିତ୍ସିତ ସଂଖ୍ୟା ୨,୧୫୧ ଏବଂ ମୃତ ସଂଖ୍ୟା ୧୫୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୨୪୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୩ ବୋଲି ଜଣାପଡିଛି ।

Leave A Reply

Your email address will not be published.