ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୧୮ ।

0 1,071

ବ୍ରହ୍ମପୁର ,ତା-୧୬/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୦,୭୨୭, ଚିକିତ୍ସିତ ସଂଖ୍ୟା ୧୮,୯୨୭, ମୃତ ସଂଖ୍ୟା ୩୪୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୪,୭୬୭, ସୁସ୍ଥ ସଂଖ୍ୟା ୧୨,୩୪୧,ଚିକିତ୍ସିତ ସଂଖ୍ୟା ୨,୨୬୪ ଏବଂ ମୃତ ସଂଖ୍ୟା ୧୫୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୨୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୧୮ ବୋଲି ଜଣାପଡିଛି ।

Leave A Reply

Your email address will not be published.