ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୨୭ ।

0 1,105

ବ୍ରହ୍ମପୁର ,ତା-୧୫/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭,୧୨୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୯,୨୦୬, ଚିକିତ୍ସିତ ସଂଖ୍ୟା ୧୭,୫୩୪, ମୃତ ସଂଖ୍ୟା ୩୩୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୪,୪୪୯, ସୁସ୍ଥ ସଂଖ୍ୟା ୧୨,୦୬୯,ଚିକିତ୍ସିତ ସଂଖ୍ୟା ୨,୨୨୦ ଏବଂ ମୃତ ସଂଖ୍ୟା ୧୫୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୪୯୬ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୨୭ ବୋଲି ଜଣାପଡିଛି ।

Leave A Reply

Your email address will not be published.