ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮୦ ।

0 1,119

ବ୍ରହ୍ମପୁର ,ତା-୧୪/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୭,୯୦୧, ଚିକିତ୍ସିତ ସଂଖ୍ୟା ୧୬,୩୫୨, ମୃତ ସଂଖ୍ୟା ୩୨୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୪,୧୨୨, ସୁସ୍ଥ ସଂଖ୍ୟା ୧୧,୮୦୩,ଚିକିତ୍ସିତ ସଂଖ୍ୟା ୨,୧୬୦ ଏବଂ ମୃତ ସଂଖ୍ୟା ୧୫୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୭୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୮୦ ବୋଲି ଜଣାପଡିଛି ।

Leave A Reply

Your email address will not be published.