ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୭ ।

0 246

ବ୍ରହ୍ମପୁର ,ତା-୧୧/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮,୭୯୬ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୩,୦୨୧, ଚିକିତ୍ସିତ ସଂଖ୍ୟା ୧୫,୪୨୬, ମୃତ ସଂଖ୍ୟା ୨୯୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩,୩୧୫, ସୁସ୍ଥ ସଂଖ୍ୟା ୧୦,୭୫୫,ଚିକିତ୍ସିତ ସଂଖ୍ୟା ୨,୪୧୨ ଏବଂ ମୃତ ସଂଖ୍ୟା ୧୪୦ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୩୪୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୭ ବୋଲି ଜଣାପଡିଛି ।

Leave A Reply

Your email address will not be published.