ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୨ ।

0 1,134

ବ୍ରହ୍ମପୁର ,ତା-୦୯/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୦,୨୪୨, ଚିକିତ୍ସିତ ସଂଖ୍ୟା ୧୫,୩୬୪, ମୃତ ସଂଖ୍ୟା ୨୭୨ ଓ ଅନ୍ଯ ମୃତ ସଂଖ୍ୟା ୪୯ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୨,୮୫୫, ସୁସ୍ଥ ସଂଖ୍ୟା ୧୦,୧୭୧,ଚିକିତ୍ସିତ ସଂଖ୍ୟା ୨,୫୪୫ଏବଂ ମୃତ ସଂଖ୍ୟା ୧୩୧ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୭୩୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨୨ ବୋଲି ଜଣାପଡିଛି ।

Leave A Reply

Your email address will not be published.