ବ୍ରହ୍ମପୁର,ତା-୨୬/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୩,୩୭୮, ଚିକିତ୍ସିତ ସଂଖ୍ୟା ୨,୯୧୩ ମୃତ ସଂଖ୍ୟା ୧,୮୫୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୦୫ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୭୯୨, ସୁସ୍ଥ ସଂଖ୍ୟା ୨୧,୫୧୪, ଚିକିତ୍ସିତ ସଂଖ୍ୟା ୨୪ ଏବଂ ମୃତ ସଂଖ୍ୟା ୨୪୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୩୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୦୫ ବୋଲି ଜଣାପଡିଛି ।