ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୨୦,ଗଲାଣି ୧୦୩ ଜୀବନ ।

0 1,088

ବ୍ରହ୍ମପୁର ,ତା-୦୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୧,୨୭୪, ଚିକିତ୍ସିତ ସଂଖ୍ୟା ୧୩,୪୦୩, ମୃତ ସଂଖ୍ୟା ୧୯୭ ଓ ଅନ୍ଯ ମୃତ ସଂଖ୍ୟା ୩୯ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୯୯୨, ସୁସ୍ଥ ସଂଖ୍ୟା ୭,୪୮୧,ଚିକିତ୍ସିତ ସଂଖ୍ୟା ୩,୪୦୨ ଏବଂ ମୃତ ସଂଖ୍ୟା ୧୦୩ ଏବଂ ଅନ୍ୟ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୩୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୨୦ ବୋଲି ଜଣାପଡିଛି ।

Leave A Reply

Your email address will not be published.