ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୦୮ ।

0 1,233

ବ୍ରହ୍ମପୁର ,ତା-୦୧/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୪୭୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୦,୫୧୮, ଚିକିତ୍ସିତ ସଂଖ୍ୟା ୧୨,୭୩୬, ମୃତ ସଂଖ୍ୟା ୧୮୭ ଓ ଅନ୍ଯ ମୃତ ସଂଖ୍ୟା ୩୮ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୬୭୨, ସୁସ୍ଥ ସଂଖ୍ୟା ୭,୩୪୨,ଚିକିତ୍ସିତ ସଂଖ୍ୟା ୩,୨୨୪ ଏବଂ ମୃତ ସଂଖ୍ୟା ୯୯ ଏବଂ ଅନ୍ୟ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୦୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୦୮ ବୋଲି ଜଣାପଡିଛି ।

Leave A Reply

Your email address will not be published.