ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ର,କୁଲାଗଡ,ଆଇସୋଲେସନ୍ ପାଇଁ ପ୍ରସ୍ତୁତ ହୋଇଥିବା ମହାତ୍ମା ଗାନ୍ଧୀ ହାଇସ୍କୁଲ,ଶେରଗଡ ଓ କୁଲାଗଡ ହାଇସ୍କୁଲ ପରିଦର୍ଶନ କରି ତଦାରଖ କରିବା ସହିତ କୁଲାଗଡ ଠାରେ ସଙ୍ଗରୋଧ ରହିଥିବା ପରିବାର ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଶେରଗଡ ବିଡିଓ ମଧ୍ୟ ଉପସ୍ଥିତ ଥିଲେ ।

0 117
Leave A Reply

Your email address will not be published.