ଗଞ୍ଜାମରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ,ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ।

0 371

ବ୍ରହ୍ମପୁର,(ପିପିଟି)୦୫/୦୫ ,ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରେ ପହଞ୍ଚିଛି । ଗତକାଲି ୭ ଜଣ କରୋନା ପଜେଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୬୯ରେ ପହଞ୍ଚିଥିଲା । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାର । ଏହା ସହ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ଏହି ନୂଆ ଆକ୍ରାନ୍ତ ସୁରତ ଫେରନ୍ତା କି ନାହିଁ ତାହା ସ୍ପଷ୍ଠ ହୋଇନାହିଁ ।

Leave A Reply

Your email address will not be published.