ଗଜପତି ଜିଲ୍ଲାରେ ପ୍ରବାସୀ ଓଡିଆଙ୍କ ସଙ୍ଗରୋଧ ଅବଧି ଶେଷ ପରେ ୨ହଜାର ଟଙ୍କା ପ୍ରଦାନ ।

0 191

ଗୋଷାଣୀ,(ପିପିଟି ନ୍ଯୁଜ୍)୦୩/୦୬,ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଅସ୍ଥାୟୀ କୋଭିଡ୍ ୧୯ ସ୍ୱାସ୍ଥ୍ୟ କେନ୍ଦ୍ର ଲିଙ୍ଗିପୁର ସେବାଶ୍ରମରେ ୭ ଦିନ ସଙ୍ଗରୋଧ ଅବଧି ଶେଷ ହେବା ପରେ ୫୯ ପ୍ରବାସୀ ଓଡିଆଙ୍କୁ ମେଡିକାଲ ଚେକାପ୍ ପରେ ସାର୍ଟିଫିକେଟ୍ ସହିତ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.