ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୪ ।

0 366

ପାରଳାଖେମୁଣ୍ଡି,ତା-୨୩/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା  ୧୩୭୪୯, ଚିକିତ୍ସିତ ସଂଖ୍ୟା ୭୨୦୫, ମୃତ ସଂଖ୍ୟା ୧୧୪ ଓ ଅନ୍ଯ ମୃତ ସଂଖ୍ୟା ୩୧। ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮୧୬, ସୁସ୍ଥ ସଂଖ୍ୟା ୫୬୨,ଚିକିତ୍ସିତ ସଂଖ୍ୟା ୨୪୮ ଏବଂ ମୃତ ସଂଖ୍ୟା ୦୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୨୬୪ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୪ ବୋଲି ଜଣାପଡିଛି ।

Leave A Reply

Your email address will not be published.