ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୧ ।

0 426

ପାରଳାଖେମୁଣ୍ଡି,ତା-୦୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪,୯୧୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨୧,୨୭୪, ଚିକିତ୍ସିତ ସଂଖ୍ୟା ୧୩,୪୦୩, ମୃତ ସଂଖ୍ୟା ୧୯୭ ଓ ଅନ୍ଯ ମୃତ ସଂଖ୍ୟା ୩୯ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୦୧, ସୁସ୍ଥ ସଂଖ୍ୟା ୮୫୨,ଚିକିତ୍ସିତ ସଂଖ୍ୟା ୭୩୭ ଏବଂ ମୃତ ସଂଖ୍ୟା ୧୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୩୪ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୧ ବୋଲି ଜଣାପଡିଛି ।

Leave A Reply

Your email address will not be published.