ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୨ ।

0 247

ପାରଳାଖେମୁଣ୍ଡି,ତା-୩୦/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୯୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୮,୯୩୯, ଚିକିତ୍ସିତ ସଂଖ୍ୟା ୧୧,୨୩୪, ମୃତ ସଂଖ୍ୟା ୧୬୯ ଓ ଅନ୍ଯ ମୃତ ସଂଖ୍ୟା ୩୬ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୩୦୫, ସୁସ୍ଥ ସଂଖ୍ୟା ୭୪୨,ଚିକିତ୍ସିତ ସଂଖ୍ୟା ୫୫୪ ଏବଂ ମୃତ ସଂଖ୍ୟା ୦୯ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୦୩ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୨ ବୋଲି ଜଣାପଡିଛି ।

Leave A Reply

Your email address will not be published.