ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦ ।

0 268

ପାରଳାଖେମୁଣ୍ଡି ,ତା-୨୯/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୯୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୭,୮୨୬, ଚିକିତ୍ସିତ ସଂଖ୍ୟା ୨୯,୫୭୧, ମୃତ ସଂଖ୍ୟା ୪୭୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୦ ସହ ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୮୩୨, ସୁସ୍ଥ ସଂଖ୍ୟା ୨,୫୦୬,ଚିକିତ୍ସିତ ସଂଖ୍ୟା ୩୦୭ ଏବଂ ମୃତ ସଂଖ୍ୟା ୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୫୨ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୦ ବୋଲି ଜଣାପଡିଛି ।

Leave A Reply

Your email address will not be published.