ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୮ ।

0 244

ପାରଳାଖେମୁଣ୍ଡି ,ତା-୨୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୫,୩୨୩, ଚିକିତ୍ସିତ ସଂଖ୍ୟା ୨୮,୮୩୬, ମୃତ ସଂଖ୍ୟା ୪୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୮ ସହ ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୮୧୨, ସୁସ୍ଥ ସଂଖ୍ୟା ୨,୪୫୮,ଚିକିତ୍ସିତ ସଂଖ୍ୟା ୩୩୫ ଏବଂ ମୃତ ସଂଖ୍ୟା ୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୮୨ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୮ ବୋଲି ଜଣାପଡିଛି ।

Leave A Reply

Your email address will not be published.