ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୧ ।

0 305

ପାରଳାଖେମୁଣ୍ଡି ,ତା-୨୬/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭,୬୦୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୯,୪୭୦, ଚିକିତ୍ସିତ ସଂଖ୍ୟା ୨୭,୬୩୮, ମୃତ ସଂଖ୍ୟା ୪୪୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୧ ସହ ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୭୫୫, ସୁସ୍ଥ ସଂଖ୍ୟା ୨,୩୪୨,ଚିକିତ୍ସିତ ସଂଖ୍ୟା ୩୯୪ ଏବଂ ମୃତ ସଂଖ୍ୟା ୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୭୧ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୧ ବୋଲି ଜଣାପଡିଛି ।

Leave A Reply

Your email address will not be published.