ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୩ ।

0 328

ପାରଳାଖେମୁଣ୍ଡି ,ତା-୨୩/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮,୫୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୨,୨୭୭, ଚିକିତ୍ସିତ ସଂଖ୍ୟା ୨୫,୭୯୧, ମୃତ ସଂଖ୍ୟା ୪୦୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୬୫୧, ସୁସ୍ଥ ସଂଖ୍ୟା ୨,୨୦୮,ଚିକିତ୍ସିତ ସଂଖ୍ୟା ୪୨୫ ଏବଂ ମୃତ ସଂଖ୍ୟା ୧୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୯୯୩ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୩ ବୋଲି ଜଣାପଡିଛି ।

Leave A Reply

Your email address will not be published.