ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୨ ।

0 416

ପାରଳାଖେମୁଣ୍ଡି ,ତା-୨୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫,୫୩୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୫୦,୫୦୪, ଚିକିତ୍ସିତ ସଂଖ୍ୟା ୨୪,୫୮୧, ମୃତ ସଂଖ୍ୟା ୩୯୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୬୦୮, ସୁସ୍ଥ ସଂଖ୍ୟା ୨,୧୭୮,ଚିକିତ୍ସିତ ସଂଖ୍ୟା ୪୧୩ ଏବଂ ମୃତ ସଂଖ୍ୟା ୧୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୧୯ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୨ ବୋଲି ଜଣାପଡିଛି ।

Leave A Reply

Your email address will not be published.