ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ।

0 402

ପାରଳାଖେମୁଣ୍ଡି ,ତା-୨୧/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୨,୭୧୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୮,୫୭୭, ଚିକିତ୍ସିତ ସଂଖ୍ୟା ୨୩,୬୯୮, ମୃତ ସଂଖ୍ୟା ୩୯୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୫୪୬, ସୁସ୍ଥ ସଂଖ୍ୟା ୨,୧୪୪,ଚିକିତ୍ସିତ ସଂଖ୍ୟା ୩୮୫ ଏବଂ ମୃତ ସଂଖ୍ୟା ୧୬ ଏବଂ ଅନ୍ୟ ମୃତ ସଂଖ୍ୟା ୦୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୯୮ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ବୋଲି ଜଣାପଡିଛି ।

Leave A Reply

Your email address will not be published.