ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୩ ।

0 569

ପାରଳାଖେମୁଣ୍ଡି ,ତା-୨୦/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦,୦୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୪୬,୯୩୬, ଚିକିତ୍ସିତ ସଂଖ୍ୟା ୨୨,୬୫୧, ମୃତ ସଂଖ୍ୟା ୩୮୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୮୮, ସୁସ୍ଥ ସଂଖ୍ୟା ୨,୦୭୯,ଚିକିତ୍ସିତ ସଂଖ୍ୟା ୩୯୨ ଏବଂ ମୃତ ସଂଖ୍ୟା ୧୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୮୯୮ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୩ ବୋଲି ଜଣାପଡିଛି ।

Leave A Reply

Your email address will not be published.