ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୯୩ ।

0 588

ପାରଳାଖେମୁଣ୍ଡି,ତା-୧୪/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୭,୯୦୧, ଚିକିତ୍ସିତ ସଂଖ୍ୟା ୧୬,୩୫୨, ମୃତ ସଂଖ୍ୟା ୩୨୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୨୧୨, ସୁସ୍ଥ ସଂଖ୍ୟା ୧,୭୬୫,ଚିକିତ୍ସିତ ସଂଖ୍ୟା ୪୩୦ ଏବଂ ମୃତ ସଂଖ୍ୟା ୧୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୯୭୭ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୩ ବୋଲି ଜଣାପଡିଛି ।

Leave A Reply

Your email address will not be published.