ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୧ ।

0 372

ପାରଳାଖେମୁଣ୍ଡି,ତା-୧୨/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୬୭୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୪,୮୦୬, ଚିକିତ୍ସିତ ସଂଖ୍ୟା ୧୫,୫୦୮, ମୃତ ସଂଖ୍ୟା ୩୦୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୧୧୨, ସୁସ୍ଥ ସଂଖ୍ୟା ୧,୫୯୩,ଚିକିତ୍ସିତ ସଂଖ୍ୟା ୫୦୧ ଏବଂ ମୃତ ସଂଖ୍ୟା ୧୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୮୭୬ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୧ ବୋଲି ଜଣାପଡିଛି ।

Leave A Reply

Your email address will not be published.