ଗଜପତି ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୮୫ ।

0 364

ପାରଳାଖେମୁଣ୍ଡି,ତା-୦୯/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩୦,୨୪୨, ଚିକିତ୍ସିତ ସଂଖ୍ୟା ୧୫,୩୬୪, ମୃତ ସଂଖ୍ୟା ୨୭୨ ଓ ଅନ୍ଯ ମୃତ ସଂଖ୍ୟା ୪୯ । ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୯୮୯, ସୁସ୍ଥ ସଂଖ୍ୟା ୧,୩୭୪,ଚିକିତ୍ସିତ ସଂଖ୍ୟା ୫୯୮ ଏବଂ ମୃତ ସଂଖ୍ୟା ୧୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୭୩୪ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୫ ବୋଲି ଜଣାପଡିଛି ।

Leave A Reply

Your email address will not be published.